About Us
About Us
Welcome to Face-in-Lens. Thank you for contacting us through this and we feel honored. We have now launched this digital service to order us directly. Very beautiful, precious and unforgettable memories of the festival. We are dedicated to your needs by focusing on the above. We are always interested in quality photography . Hopefully, you too must be happy, Thank you
ଫେସ୍-ଇନ୍-ଲେନ୍ସକୁ ସ୍ୱାଗତ ଆମକୁ ଏହି ମାଧ୍ୟମରେ ଯୋଗାଯୋଗ କରିବାରୁ ଆପଣଙ୍କୁ ଧନ୍ୟବାଦ ସହ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଛୁ | ଆମକୁ ସିଧାସଳଖ ଅର୍ଡର କରିବା ପାଇଁ ଆମେ ବର୍ତ୍ତମାନ ଏହି ଡିଜିଟାଲ୍ ସେବା ଅରମ୍ଭ କରିଲୁ | ଉତ୍ସବରେ ଅତି ସୁନ୍ଦର୍ ମୂଲ୍ୟବାନ ଓ ଅଭୁଲା ସ୍ମୃତି ଉପରେ ଧ୍ୟାନ ଦେଇ ଆମେ ଆପଣଙ୍କର ଆବଶ୍ୟକତା ପାଇଁ ଉତ୍ସର୍ଗୀକୃତ | ସମସ୍ତ ଗୁଣାତ୍ମକ ଓ ଉନ୍ମତମାନର Photography କରିବା ପାଇଁ ଆମେ ସର୍ବଦା ଆଗ୍ରହୀ ଆଶା କରୁ , ଆପଣ ମଧ୍ୟ ନିଶ୍ଚୟ ଆନନ୍ଦିତ ମାନେ କରୁଥିବେ,
ଧନ୍ୟବାଦ
Timings
9 AM - 9 PM
Delivering To
All Locations
Free Shipping
₹ 2,000 & Above
Connect with us
Location
Balangir
Balangir, Odisha - 767001, India
Check Location on Google Map